ପ୍ରିୟ ଲେଖକ,ଲେଖିକା,ପାଠକ,ପାଠିକା !!! ➡ଆପଣମାନେ ଆପଣଙ୍କର ଲେଖା ପଠାନ୍ତୁ... ✍➡ଆମ୍ଭେ ସ୍ଥାନ ଦେବୁ ଆପଣଙ୍କ ଲେଖା ଏହି ବ୍ଲଗରେ... ✍➡ଦୟାକରି MS.Ward Format ରେ ପଠାଇବେ...✍➡ଯେ କୌଣସି ଓଡ଼ିଆ Font ବ୍ୟବହାରକରି ପଠାଇବାକୁ ଅନୁରୋଧ...ଅଫର➡ମନୋନୀତ ଲେଖା ଓ ପାଠକ/ପାଠିକାଙ୍କ ଦ୍ବାରା ଅଧିକ ସେୟାର କମେଣ୍ଟ ଆସିଥିବା ଲେଖା/ଭିଡ଼ିଓ ପାଇଁ ପାରଶ୍ରମିକ ଦେବାର ବ୍ୟବସ୍ତା ମଧ୍ୟ ଅଛି... ସମ୍ପର୍କ➡aapkekalamse@gmail.com

Monday, January 22, 2018

ଗୋଟିଏ ପାଦ ସ୍ୱଚ୍ଛ ରାଜନୀତି ଓ ଓଡିଶାର ବିକାଶ ପାଇଁ


ଆଦରଣୀୟ ବନ୍ଧୁମାନେ,
ଆପଣ ଯଦି ପ୍ରକୃତରେ ବିଜେପିର ଜଣେ ଦାୟିତ୍ୱବାନ ଓ ସକ୍ରିୟ ସଦସ୍ୟ ଅଟନ୍ତି,
ଅଥବା ଜଣେ ସାଧାରଣ ସଚ୍ଚୋଟ ଓଡ଼ିଶାବାସୀ ଅଟନ୍ତି; ଯେଉଁମାନେ ଭାବୁଛନ୍ତି
ବିଜେପି ସରକାର ଆସିଲେ ଓଡ଼ିଶାର ବିକାଶ ହେବ ଓ ଅନ୍ୟରାଜ୍ୟ ପରି
ଆମ ରାଜ୍ୟ ଦେଶର ପ୍ରଗତିରେ ୧୦୦% ଯୋଗଦାନ କରିବ ଓ ସୁନାର ଓଡିଶା ଗଢ଼ିବ |
"ଗୋଟିଏ ପାଦ ସ୍ୱଚ୍ଛ ରାଜନୀତି ଓ ଓଡିଶାର ବିକାଶ ପାଇଁ"
ପ୍ରଥମେ ଗୋଟିଏ ପୋଷ୍ଟ କାର୍ଡ କିଣନ୍ତୁ ଓ ଗୋଟିଏ ବାକ୍ୟ ଲେଖନ୍ତୁ |

"Please ensure honest & decisive leaders take up-
BJP party posts in Odisha in the coming Days"


ନିଜର ନାମ ଲେଖନ୍ତୁ ଓ ନିଜର ବିଜେପି ମେମ୍ବରଶିପ୍ ଆଇଡି ଲେଖନ୍ତୁ
(
ଯଦି ଅଛି) ଓ ହସ୍ତାକ୍ଷର କରି  ବିଜେପି ପାର୍ଟି ଅଫିସ କୁ ପଠାନ୍ତୁ |
ପୋଷ୍ଟ କାର୍ଡର ଆଗ ପଟରେ ନିଜ ପଂଚାୟତ,ମଣ୍ଡଳ,ବ୍ଲକ ଓ ନିଜ ଜିଲ୍ଲାର ସମସ୍ତ ସମସ୍ୟାମାନ ଲେଖିବ |
ପୋଷ୍ଟ କାର୍ଡର ପଛ ପଟରେ ସଭିଁଏ ସମାନ ଲେଖିବେ | ଯେମିତି ନିମ୍ନଲିଖିତ ଫୋଟର ଲେଖା ହୋଇଛି |


ପ୍ଲିଜ ଏହି ମେସେଜକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ ପାରିବେ ଯଦି ଆପଣଙ୍କ ପଠାଉଥିବା
ପୋଷ୍ଟ କାର୍ଡର ଫୋଟୋ ଉଠାଇ ଫେସବୁକ,ଟ୍ୱିଟର,ବ୍ଲଗ ଓ ୟୁଟ୍ୟୁବରେ ସେୟାର କରନ୍ତୁ |
ଯଦି ଏମିତି ଜାରିରହେ ଦିନଆସିବ ହଜାର-ହଜାର ଖୋଲା-ଚିଠି ମାନ୍ୟବର ଅମିତ ଶାହାଙ୍କ ନିକଟରେ ପହଂଚିବ ଓ
ସେ ପଦକ୍ଷେପ ଦ୍ୱାରା କିଛି ଭଲକାମ ଅବଶ୍ୟ ହେଵ ଓ ଓଡିଶାରେ ଗୋଟେ ଭଲ ସରକାର ନିଶ୍ଚିତ ପାଇବା |
ଧନ୍ୟବାଦ! -ସାହାଣୀ ସଞ୍ଜୟ କୁମାର ଧଉଳି ଦୂରଭାଷ-୯୦୩୬୦୫୫୧୦୫

No comments:

Post a Comment

ଧନ୍ୟବାଦ!

ପଢନ୍ତୁ ଆଉ ସଭିଙ୍କୁ ପଢାନ୍ତୁ...
...ଆଉ ଥରେ ଭିଜିଟ୍ କରନ୍ତୁ ||
-ସାହାଣୀ ସଂଜୟ କୁମାର ଧଉଳି