ପ୍ରିୟ ଲେଖକ,ଲେଖିକା,ପାଠକ,ପାଠିକା !!! ➡ଆପଣମାନେ ଆପଣଙ୍କର ଲେଖା ପଠାନ୍ତୁ...✍➡ଆମ୍ଭେ ସ୍ଥାନ ଦେବୁ ଆପଣଙ୍କ ଲେଖା ଏହି ବ୍ଲଗରେ...✍➡ଦୟାକରି Image Formatରେ ଅଥବା MS.Ward Formatରେ ପଠାଇବେ...✍➡ଯେ କୌଣସି ଓଡ଼ିଆ Font ବ୍ୟବହାରକରି ପଠାଇବାକୁ ଅନୁରୋଧ...ଅଫର➡ମନୋନୀତ ଲେଖାପାଇଁ ରିଚାର୍ଜ କୁପନର ବ୍ୟବସ୍ତା ଅଛି...ସମ୍ପର୍କ➡aapkekalamse@gmail.com

ମଙ୍ଗଳବାର, 29 ଜୁଲାଇ 2014


ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ୤
ଦେଶର ସ୍ବରାଜ୍ୟ-ପଥେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼୤                                                 
ସ୍ବାଧୀନତା-ପଥେ ତିଳେ ହେଲେ ନର,
ମୋ ଜୀବନ ଦାନେ ହେଉ ଅଗ୍ରସର ୤
ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା,
ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା ୤

-- ଉତ୍କଳମଣି ଗୋପବନ୍ଧୁ ଦାସ -